The Ultimate Managed Hosting Platform
ADVERTISEMENT

ରାଗିଂ କରି ୭ ଛାତ୍ର ଗିରଫ, ମଦ ପିଇବାକୁ ଟଙ୍କା ନ ଦେବାରୁ ଜୁନିୟରଙ୍କୁ କରିଦେଲେ ଲଣ୍ଡା

Facebook
Twitter
LinkedIn

ତାମିଲନାଡୁ : ରାଗିଂ କରିବା ପଡିଲା ମହଙ୍ଗା । କୋଏମ୍ବଟୁରରେ ପିଏସଜି କଲେଜ ଅଫ୍ ଟେକ୍ନୋଲୋଜିର ସାତ ଜଣ ଛାତ୍ରଙ୍କୁ ର୍ୟାଗିଂ କରିବା ପଡିଲା ମହଙ୍ଗା । ଯାହାସୂଚନା ମିଳିଛି ଏହି କଲେଜରେ ପଢୁଥିବା ଦ୍ଵିତୀୟ ବର୍ଷର ୭ ଜଣ ଛାତ୍ର ସେହି କଲେଜରେ ପଢୁଥିବା ଜଣେ ଜୁନିୟର ଛାତ୍ରଙ୍କୁ ର୍ୟାଗିଂ କରିଥିଲେ । ସେମାନେ ଜୁନିୟର ଛାତ୍ରଟିକୁ ର୍ୟାଗିଂ କରିବା ସହିତ ଲଣ୍ଡା କରିଦେଇଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ କରି ଉକ୍ତ ୭ ଛାତ୍ରକୁ ଗିରଫ କରିଛି । ପୋଲିସ୍ କହିବା ମୁତାବକ ଅଭିଯୁକ୍ତ ୭ ଜଣ ଛାତ୍ର ଏହି ର୍ୟାଗିଂ ଘଟଣା ସାମିଲ୍ ଥିଲେ ଏବଂ ସେମାନେ ମଦ କିଣିବା ପାଇଁ ପୀଡିତ ପ୍ରଥମ ବର୍ଷ ଛାତ୍ରକୁ ଟଙ୍କା ମାଗୁଥିଲେ । ଯାହାଫଳରେ ଛାତ୍ରଟି ଟଙ୍କା ନଦେଇପାରିବାରୁ ସେମାନେ ତାକୁ ଲଣ୍ଡା କରିଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login