The Ultimate Managed Hosting Platform
ADVERTISEMENT

ମା ଦୁଲାଦେବୀଙ୍କ ପୀଠରେ ଚାଲିଛି ଦଶମୀ ପୂଜା

Facebook
Twitter
LinkedIn

କଟକ : କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମରେ ଥିବା ମା ଦୁଲାଦେବୀଙ୍କ ପୀଠରେ ମାଙ୍କର ପାର୍ବଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀଙ୍କ ନେତୃତ୍ୱରେ ଅନନ୍ତ ବଳିଆ କଲେଜ ପରିସରରେ ଆୟୋଜିତ ପାର୍ବଣ ଭୋଜିରେ, ଗ୍ରାମର ଜନସାଧାରଣ, କମିଶନରେଟ ପୋଲିସ କଟକ ଯୋନ- ୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଥାନା ଆଇଆଇସି ରଶ୍ମୀରଞନ ମହାପାତ୍ର, ଗଣମାଧ୍ୟମର ସମସ୍ତ ପ୍ରତିନିଧି, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଭଦ୍ରବ୍ୟକ୍ତି, ବିଭିନ୍ନ ପୂଜା କମିଟର କର୍ମକର୍ତ୍ତା ଆୟୋଜିତ ପାର୍ବଣ ଉତ୍ସବରେ ଯୋଗ ଦେଇଥିଲେ । ଦୁଇ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପାର୍ବଣ ଭୋଜିର ବ୍ୟବସ୍ଥା କରାଯାଇଥିଲା । ଏଥିରେ ନୂଆଗଡ଼ ଗ୍ରାମ ଉନ୍ନୟନ କମିଟିର ସମସ୍ତ କର୍ମକର୍ତ୍ତା, ମହନ୍ତ, ଅଧିକାରୀ, ବୟଜ୍ୟେଷ୍ଠ ବ୍ୟକ୍ତି, ଗ୍ରାମର ସମସ୍ତ ଯୁବକ , ସେବାୟତ ଉପସ୍ଥିତ ରହି ପାର୍ବଣ କାର୍ୟ୍ୟକୁ ସୁରୁଖୁରୁରେ ସମାପନ କରିଥିଲ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login