ଦକ୍ଷିଣ ଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ହମାସରେ ମଧ୍ୟ ଆଇଡିଏଫ ପକ୍ଷରୁ ଜୋରଦାର ଆକ୍ରମଣ । ୨୪ ଘଣ୍ଟାରେ ଗାଜାରେ ୨୬୬ ଲୋକଙ୍କ ମୃତ୍ୟୁ । ଇସ୍ରାଏଲ ଆକ୍ରମଣରେ ୧୭୭ ଶିଶୁଙ୍କ ସମେତ ୨୬୬ ଜଣଙ୍କ ମୃତ୍ୟୁ । ଇସ୍ରାଏଲର ବୋମାମାଡରେ ୩୦ ପାଲେଷ୍ଟାଇନ ମୃତ । ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ୟ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ହିଜବୁଲର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।ଇସ୍ରାଏଲର ଆକ୍ରମଣ ନେଇ ସତର୍କ କଲା ଇରାନ । ଆକ୍ରମଣ ଜାରି ରହିଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ।
ଗାଜାରେ ୨୪ ଘଣ୍ଟାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ଉଭୟ ପକ୍ଷରୁ ୪୭୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଯାଇଥିବା ବେଳେ ୧୪୨୪୫ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ବଢୁଥିବାରୁ ଲୋକଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ସାନି ଚେତାବନୀ ଜାରି କରିଛି ଆଇଡିଏଫ । ଏୟାର ଷ୍ଟ୍ରାଇକ ବଢ଼ିବା ପରେ ଉତ୍ତର ଗାଜା ଛାଡ଼ି ଜେରୁଜେଲମ ପଳାଉଛନ୍ତି ଲୋକେ । ଗାଜାରେ ୪୦ ପ୍ରତିଶତ ଘର ଧ୍ବଂସ ହୋଇ ଗଲାଣି ।
ଇସ୍ରାଏଲର ଜୋରଦାର ଆକ୍ରମଣ, ସତର୍କ କଲା ଇରାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







