ମୁମ୍ବାଇ : ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନ୍ୟାସନାଲ୍ ଆୱାର୍ଡ ଗ୍ରହଣ କରିଛନ୍ତି । ଏହି ଦିନଟି ଆଲିଆଙ୍କ ପାଇଁ ବହୁତ ସ୍ପେଶାଲ । ସେଥିପାଇଁ ସେ ଏକ ସ୍ପେଶାଲ ଆଉଟଫିଟ୍ ମଧ୍ୟ ବାଛିଥିଲେ । ତେବେ ଏହି ସମାରୋହରେ ନିଜ ବାହାଘରର ଶାଢୀ ପିନ୍ଧି ନ୍ୟାସନାଲ୍ ଆୱାର୍ଡ ନେବାକୁ ପହଞ୍ଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ଏକ ଧଳା ରଙ୍ଗର ଶାଢୀ ପିନ୍ଧିଥିଲେ । ଏହାକୁ ସେ ନିଜ ବିବାହରେ ମଧ୍ୟ ପିନ୍ଧିଥିଲେ । ଏହି ଶାଢୀ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିଲା । ଏହି ଶାଢୀ ସହ ଆଲିଆ ଚୋକର ନେକଲେସ୍ ଏବଂ ସ୍ଟଡ୍ ଇୟରରିଙ୍ଗ ପିନ୍ଧିଥିଲେ । ନିଜ ଲୁକ୍କୁ କମ୍ପ୍ଲିଟ୍ କରିବା ପାଇଁ ସେ ଏକ ଲାଲ୍ ବିନ୍ଦି ଏବଂ କେଶରେ ଧଳା ଗୋଲାପ ମଧ୍ୟ ଲଗାଇଥିଲେ । ପୁରା ଲୁକ୍ ରେ ଆଲିଆ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଫ୍ୟାନ୍ସମାନେ ଆଲିଆଙ୍କ ଏହି ଲୁକ୍କୁ ବହୁତ ପସନ୍ଦ କରିଛନ୍ତି । ଆଲିଆ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହିତ ଏହି ଇଭେଣ୍ଟରେ ପହଞ୍ଚିଥିଲେ ।
ବାହାଘର ଶାଢୀ ପିନ୍ଧି ଆୱାର୍ଡ ନେଲେ ଆଲିଆ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...