The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନୂଆ ପନ୍ଥା ଆପଣାଇଲା ଆପ୍‌

Facebook
Twitter
LinkedIn

ନୁଆଦିଲ୍ଲୀ: ପଞ୍ଜାବ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଏକ ନୂଆ ପନ୍ଥା ଆପଣାଇଛି ଆମ୍ ଆଦମି ପାର୍ଟି (ଆପ୍‌) । ଆପ୍ ଅକ୍ଷରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବୋଲି ମତାମତ ଲୋଡ଼ିଛି ଆପ୍ । ତେବେ ପଞ୍ଜାଗର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ରାଜ୍ୟର ଜନସାଧାରଣ ଚୟନ କରିବେ ବୋଲି କହିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜ୍ରିୱାଲ । ଏ ନେଇ ଏକ ଫୋନ୍ ନମ୍ବର ଜାରିକରିଛି ଆପ୍ । ଫୋନ ନମ୍ବରଟି ହେଉଛି ୭୦୭୪୮୭୦୭୪୮ । ପଞ୍ଜାବର ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କରି ନିଜନ ମତାମତ ଦେଇପାରିବେ ବୋଲି କହିଛନ୍ତି କେଜ୍ରିୱାଲ ।

ସୂଚନାନୁଯାୟୀ, ପଞ୍ଜାବର ଜନସାଧାରଣ ଉକ୍ତ ଫୋନ୍ ନମ୍ବରରେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ନେଇ ମତ ଦେଇପାରିବେ। ଏହି ନମ୍ବରରେ ମେସେଜ, ହ୍ୱାଟସ୍ଆପ ଏବଂ କଲ କରି ମନ ପସନ୍ଦର ପ୍ରାର୍ଥୀ ସମ୍ପର୍କରେ କହିପାରିବେ। ପଞ୍ଜାବର ୩ କୋଟି ଲୋକ ସେମାନଙ୍କର ନେତା ସମ୍ପର୍କରେ ବାଛି ପାରିବେ ବୋଲି କେଜ୍ରିୱାଲ କହିଛନ୍ତି । ତେବେ ଜାନୁଆରୀ ୧୭ ସୁଦ୍ଧା ଲୋକେ ସେମାନଙ୍କର ମତାମତ ଜଣାଇପାରିବେ। ପଞ୍ଜାବରେ ଆପ ପକ୍ଷରୁ ଭଗୱନ୍ତ ମନନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି କେଜ୍ରିୱାଲ । ସେ କହିଛନ୍ତି ଯେ, ଭଗୱନ୍ତ ହେଉଛି ମୋର ଅତି ଘନିଷ୍ଟ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାର ଏହି ଉପାୟ ତାଙ୍କ ଆଇଡିଆ ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login