ନୂଆଦିଲ୍ଲୀ : ଅକ୍ଟୋବର ୧୪ରେ ଖେଳାଯିବ ଭାରତ -ପାକିସ୍ତାନ ମ୍ୟାଚ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦୀ । ୧୯ ନଭେମ୍ବରରେ ଖେଳାଯିବ ଫାଇନାଲ ମ୍ୟାଚ । ୧୯ ଅକ୍ଟୋବରରେ ଭାରତ-ବାଂଲାଦେଶ ମୁକାବିଲା । ପୁନେରେ ଖେଳାଯିବ ଭାରତ-ବାଂଲାଦେଶ ମ୍ୟାଚ । ୨୨ ଅକ୍ଟୋବରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ୨୯ ଅକ୍ଟୋବରରେ ଭାରତ-ଇଂଲଣ୍ଡ ମ୍ୟାଚ । ୨ ନଭେମ୍ବରରେ ଭାରତ-ଶ୍ରୀଲଙ୍କା ମୁକାବିଲା । ୫ ନଭେମ୍ବରରେ ଭାରତ -ଦ.ଆଫ୍ରିକା ମୁକାବିଲା । ୧୨ ନଭେମ୍ବରରେ ଭାରତ- ନେଦରଲ୍ୟାଣ୍ଡ ମୁକାବିଲା ।
Views: 118











