The Ultimate Managed Hosting Platform
ADVERTISEMENT

୩ ବର୍ଷ ପରେ ହତ୍ୟାକାରୀ ଗିରଫ

Facebook
Twitter
LinkedIn

ବଲାଙ୍ଗିର : ୩ ବର୍ଷ ପରେ ସୁନା ବ୍ୟବସାୟୀଙ୍କ ହତ୍ୟାକାରୀ ଗିରଫ । ହତ୍ୟାକାରୀ ଗିରଫ ସହ ସିନ ରିକ୍ରିଏସନ କଲା ପୋଲିସ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ପଥରରେ ଛେଚି ହତ୍ୟା କରିଥିଲା । ୨୦୨୦ ଦେଓଗାଁ ଥାନା ହାତୀ ସରା ଗାଁ ଜଙ୍ଗଲରେ ହୋଇଥିଲା ହତ୍ୟା । ନିଖୋଜର କିଛି ଦିନ ପରେ ଜଙ୍ଗଲରୁ ଗଳିତ ମୃତଦେହ ମିଳ୍ିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login