The Ultimate Managed Hosting Platform
ADVERTISEMENT

‘ଗଦର ୨’ ଅଗଷ୍ଟ ୧୧ରେ ହେବ ରିଲିଜ

Facebook
Twitter
LinkedIn

ନୂଆଦିଲ୍ଲୀ : ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ରିଲିଜ ହେବାକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ଫିଲ୍ମଟି ୧୧ ଅଗଷ୍ଟରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶକ ଦର୍ଶକଙ୍କ ପାଇଁ ଏକ ଅଫର ରଖିଛନ୍ତି, ଯାହା ଏହି ଫିଲ୍ମ ପ୍ରତି ଫ୍ୟାନ୍ସଙ୍କୁ ଆକର୍ଷିତ କରିବ । ପେଟିଏମ୍ ଦ୍ୱାରା ପେମେଣ୍ଟ କରି ଦର୍ଶକ ଗୋଟେ ଟିକେଟରେ ଆଉ ଗୋଟେ ଟିକେଟ ଫ୍ରି ପାଇପାରିବେ । ଏହିପରି ଅଫର ରଖି ଫିଲ୍ମର ନିର୍ଦ୍ଦେଶକ ଆଶା କରିଛନ୍ତି ଯେ, ଫିଲ୍ମଟି ପ୍ରଥମ ଦିନରେ ୧୫ ରୁ ୧୮ କୋଟି ଇନ୍କମ କରିପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login