The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସାଉଥ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ନୋରା !

Facebook
Twitter
LinkedIn

ମୁମ୍ବାଇ : ବଲିଉଡରେ ନିଜର ଜଲୱା ଦେଖାଇ ଫ୍ୟାନ୍ସ ମାନଙ୍କ ମନକୁ କିଣି ନେଇଛନ୍ତି ନୋରା । ନୋରା ଫତେହୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନୋରା ସାଉଥ୍ର ସୁପରଷ୍ଟାର ବରୁଣ ତେଜଙ୍କ ସହ ନୂଆ ଫିଲ୍ମରେ ନଜର ଆସିପାରନ୍ତି । ତେବେ ଏହାକୁ ନେଇ ଏପର୍ୟ୍ୟନ୍ତ ଅଫିସିଆଲ କିଛି ଘୋଷଣା କରାଯାଇନାହିଁ । ଫିଲ୍ମର କାହାଣୀ, ଟାଇଟଲ, ନୋରାଙ୍କ ଚରିତ୍ର ବିଷୟରେ ମଧ୍ୟ କିଛି ଘୋଷଣା କରାଯାଇନାହିଁ ।ଖବର ମୁତାବକ, ସାଉଥ୍ ସୁପରଷ୍ଟାର ବରୁଣ ତେଜ ଓ ନୋରା ଫତେହୀ ଖୁବଶୀଘ୍ର ଏକ ନୂଆ ଫିଲ୍ମରେ ଏକାଠି ନଜର ଆସିବେ । ଏହି ଫିଲ୍ମରେ ନୋରା ଅଭିନୟ ଛଡା ଡ୍ୟାନ୍ସ ମଧ୍ୟ କରିବେ । ନିଜର ଡ୍ୟାନ୍ସ ମୁଭ୍ସ ପାଇଁ ପରିଚିତ ନୋରା ଏହି ଫିଲ୍ମରେ ମଧ୍ୟ କମାଲ୍ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login