ପଟ୍ଟାମୁଣ୍ଡାଇ: ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଘାଗରା ପଞ୍ଚାୟତ ଘାଗରଡିଆ ଗାଁରେ କୁମ୍ଭୀର ଆକ୍ରମଣ । ଶୈାଚ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜା ଖୋଜି ଜାରି ।
ରାଜଧାନୀରେ ଫୁଟିଲା ଗୁଳି
Views: 92











