ଭୁବନେଶ୍ୱର : ଲକ୍ଷ୍ମୀସାଗର ଅଞ୍ଚଳରେ ଫୁଟିଲା ଗୁଳି । ୨ ଜଣ ଆହତ ହୋଇଛନ୍ତି । ଗୁଳିମାଡରେ ବିଜେଡି କର୍ପୋରେଟରଙ୍କ ଭାଇ ଓ ସମ୍ପର୍କୀୟ ଗୁରୁତର । ରାସ୍ତାରେ ସାଇଡ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ବନ୍ଧୁକ ଜବତ କରିବା ସହ ୨ ଜଚ୍ଚଙ୍କୁ ଅଟକ ରଖିଛି ପୋଲିସ ।ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ … Continue reading ରାଜଧାନୀରେ ଫୁଟିଲା ଗୁଳି
Copy and paste this URL into your WordPress site to embed
Copy and paste this code into your site to embed