The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବାନ୍ଧି ହେଲେ ବୋଲର୍ ତୁଷାର ଦେଶପାଣ୍ଡେ

Facebook
Twitter
LinkedIn

ନୂଆଦିଲ୍ଳୀ: ଚାଲୁଛି ବିବାହ ଋତୁ । ତେଣୁ କ୍ରିକେଟରରୁ ନେଇ ସିନୋ ତାରକା ପର୍ୟ୍ୟନ୍ତ ସମସ୍ତେ ନିଜ ନଜର ଜୀବନସାଥୀ ଚୟନ କରିବାରେ ଲାଗିପଡ଼ିଛନ୍ତି। ତେବେ ଏହାରି ମଧ୍ୟରେ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସ(ସିଏସକେ) ଟିମର ଜଣେ ଖେଳାଳି ବିବାହ କରିଛନ୍ତି। ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ବୋଲର୍ ତୁଷାର ଦେଶପାଣ୍ଡେ। ତୁଷାର ତାଙ୍କର ପ୍ରେମିକା ନଭା ଗଡ୍ଡମୱାରଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମୁମ୍ବାଇରେ ଆୟୋଜିତ ଏହି ବିବାହ ଉତ୍ସବରେ ସିଏସ୍କେର ଅନ୍ୟତମ ବୋଲର୍ ଶିବମ ଦୁବେ ବି ଉପସ୍ଥିତ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login