The Ultimate Managed Hosting Platform
ADVERTISEMENT

Facebook
Twitter
LinkedIn

ଭିକି-କ୍ୟାଟ୍ରିନା ଡିସେମ୍ବର ୯ ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାଡା ଠାରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଭିକି-କ୍ୟାଟ୍ରିନା କୌଣସି ପ୍ରକାରର ପ୍ରୋଜେକ୍ଟ କିମ୍ବା ବିଜ୍ଞାପନରେ ଏକାଠି କାମ କରିନଥିଲେ। ବର୍ତ୍ତମାନ ନିର୍ମାତା ଉଭୟଙ୍କୁ ଏକାଠି କାଷ୍ଟ କରିବାକୁ ଚାହୁଁଛନ୍ତି। ବିବାହ ପରେ, ଦୁହିଁଙ୍କୁ ଅନେକ ଅଫର୍ ମିଳିଛୁ।

ସୂଚନା ଅନୁଯାୟୀ, ଭିକି-କ୍ୟାଟ୍ ଏକ ନୂଆ ପ୍ରୋଜେକ୍ଟରେ ସାଇନ୍ କରିଛନ୍ତି। ଏହି ନ୍ୟୁଲି ମ୍ୟାରେଡ୍ କପଲ୍ ଖୁବ୍ ଶୀଘ୍ର ଏକ କମର୍ଶିୟାଲରେ ଏକାଠି ନଜର ଆସିବେ। ଏକ ଇଣ୍ଡଷ୍ଟ୍ରି ସୂତ୍ରରୁ ପ୍ରକାଶ, “ଭିକି-କ୍ୟାଟ୍ରିନାଙ୍କୁ ଏକ ହେଲ୍ଥ ପ୍ରଡକ୍ଟ ପାଇଁ ଅଫର୍ କରାଯାଇଛି। ଖୁବ୍ ଶୀଘ୍ର ଏହାର ସୁଟିଂ କରାଯିବ ବୋଲି ସେ କହିଛନ୍ତି। ସୂତ୍ର ଏହା ମଧ୍ୟ ପ୍ରକାଶ କରିଛି ଯେ ଭିକି ଏବଂ କ୍ୟାଟ୍ରିନା ଅନ୍ୟ ଏକ ଲକ୍ଗଜରୀ ବ୍ରାଣ୍ଡ ପାଇଁ ସାଇନ୍ ଅପ୍ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login