The Ultimate Managed Hosting Platform
ADVERTISEMENT

୬ ମାସ ପୁଅର ତଣ୍ଟି କାଟିଲା ମାଆ

Facebook
Twitter
LinkedIn

ବଲାଙ୍ଗିର :ନୃଶଂସ ମାର ନାରକୀୟ କାଣ୍ଡ । ୬ ମାସ ଶିଶୁପୁତ୍ରର ତଣ୍ଟି କାଟିଲା ମାଆ ।ଖଲିଆପାଲି ଗାଁରେ ଶିଶୁପୁତ୍ରର ତଣ୍ଟି କାଟିଲା ମାଆ ।ଭୀମଭୋଇ ମେଡିକାଲରେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । କାହିଁକି ଶିଶୁର ତଣ୍ଟି କାଟିଲା କାରଣ ଅସ୍ପଷ୍ଟ । ନୃଂଶସ ମା’ ଫେରାର ଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login