The Ultimate Managed Hosting Platform
ADVERTISEMENT

ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା : ବିଏସଏଫର ୫ କମ୍ପାନୀ ନିୟୋଜିତ, ଇଣ୍ଟରନେଟ ବନ୍ଦ , ୧୫୦ ଗିରଫ

Facebook
Twitter
LinkedIn

କୋଲକତା : ନୂଆ ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଉତ୍ତେଜନା । ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ୧୫୦ ଜଣ ଗିରଫ ହୋଇଥିବା ବେଳେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରୁଛନ୍ତି । ଇଣ୍ଟରନେଟ ସେବା ବନ୍ଦ ହୋଇଛି । ସେପଟେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରି ଜରୁରୀ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଏସଏଫକୁ ମୁତୟନ କରାଯାଇଛି । ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟର୍ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ ନିଜେ ମୁର୍ଶିଦାବାଦରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଡିଜିପିଙ୍କ ସହ ମଧ୍ୟ ଏକ ବୈଠକ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login