The Ultimate Managed Hosting Platform
ADVERTISEMENT

୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ

Facebook
Twitter
LinkedIn

କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମର ମିଳିତ ଉଦ୍ୟମରେ ଗିରଫ । ୩୦ଟି ଗୁଳି ସହ ୫ଟି ମାରଣାସ୍ତ୍ର ବି ଜବତ କଲା ପୋଲିସ । କେନ୍ଦୁଝର ପୋଲିସର ସ୍ବତନ୍ତ୍ର ଟିମର ମିଳିତ ଉଦ୍ୟମରେ ଡକାୟତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୦ଟି ଗୁଳି ସହ ୫ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଅଛି ମୟୂରଭଞ୍ଜର ଗଣେଷ ଗିରି । ଝାରଖଣ୍ଡ ଓ ଓଡିଶାରୁ ବଛା ବଛା ଅନେକ ଯୁବକଙ୍କୁ ନେଇ ସେ କରିଥିଲା ମହାକାଳ ଗ୍ରୁପ୍ । ଲୋକଙ୍କୁ ଭୟଭୀତ କରାଇବାକୁ ରାସ୍ତା ମଝିରେ ଆତଙ୍କ ଖେଳାଉଥିଲା । ରାସ୍ତା ମଝିରେ ଗାଡ଼ି ରକି କେକ୍ କାଟି ପାଳନ କରୁତିଲା ଜନ୍ମଦିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login