ଭୁବନେଶ୍ୱର : ହୀରା, ସୁନା ବ୍ୟବସାୟୀ ନାଁରେ ଠକେଇ । ସିବିଆଇ ରେଡ୍ । ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କ ଘର , ଅଫିସ ରେଡ୍ । ବ୍ୟବସାୟୀଙ୍କ ପରିବାର ସଦସ୍ୟ ଓ ପାର୍ଟନରଙ୍କ ଘରେ ମଧ୍ୟ ଚଢାଉ । ୭ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ଚଢାଉ । ଅପରାଧିକ ଷଡଯନ୍ତ୍ର ଓ ଠକେଇ ମାମଲା ରୁଜୁ କର୍ କାଲିଠୁ ଚଡାଉ ।
ଅସହ୍ୟ ହେଲା ରୁଣ ଭାର , ଝୁଲିପଡିଲେ ଦମ୍ପତି
Views: 118











