ଅସହ୍ୟ ହେଲା ରୁଣ ଭାର , ଝୁଲିପଡିଲେ ଦମ୍ପତି
ଖୋର୍ଦ୍ଧା : ରୁଣ ଭାର ସହି ନ ପାରି ଝୁଲି ପଡିଲେ ଦମ୍ପତି । ମୃତ ଦମ୍ପତି ପୁରୀ ଜିଲ୍ଲା କଚ୍ଚାସ ଥାନା ଅଁଳା ଯୋଡି ଗାଁର । ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ରୁଣ ନେଇଥିଲେ । କାଲି ସଂସ୍ଥାର କର୍ମଚାରୀ ଆସି ଧମକାଇଥିବା ଅଭିଯୋଗ ହୋଇଛି । ଚାପରେ ବାପା ମାଆ ଆତ୍ମହତ୍ୟା କରିଥିବା କହୁଛନ୍ତି ୨ ପୁଅ ।ସୂଚନା ଅନୁଯାୟୀ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ … Continue reading ଅସହ୍ୟ ହେଲା ରୁଣ ଭାର , ଝୁଲିପଡିଲେ ଦମ୍ପତି
Copy and paste this URL into your WordPress site to embed
Copy and paste this code into your site to embed