The Ultimate Managed Hosting Platform
ADVERTISEMENT

୬୦ ଫୁଟ ଦୋଳିରୁ ଖସିପଡିଲେ ବାଳିକା

Facebook
Twitter
LinkedIn

ୟୁପି: ଅଳ୍ପକେ ବର୍ତ୍ତିଗଲା ୧୩ ବର୍ଷୀୟ ପିଲାର ଜୀବନ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଲିଥିବା ମେଳାରେ ରାମଦୋଳିରେ ବସିଥିବା ପିଲା ହଠାତ୍ ଖସିପଡିବା ଯୋଗୁଁ ୬୦ ଫୁଟ ଉଚ୍ଚରେ ଝୁଲିଥିଲେ । ହେଲେ ରାମଦୋଳି ଚଳାଉଥିବା ଅପରେଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ଜୀବନ । ଖବର ମତୁାବକ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଏକ ମେଳା ଚାଲିଥିବା ବେଳେ ୧୩ ବର୍ଷୀୟ ନାବାଳିକା ଜଣକ ରାମଦୋଳିରେ ଖେଳିବା ପାଇଁ ବସିଥିଲା । ଦୋଳିଟି ବୁଲି ଉପରେ ପହଞ୍ଚିବା ବେଳକୁ ପିଲାଟି ଅସାବଧାନତା ଯୋଗୁଁ ଖସିପଡିଥିଲା । ନାବାଳିକା ଜଣକ ଖସିପଡିବା ପରେ ତାର ଚୁଟି ଲୁହାରେ ଗୁଡେଇ ହୋଇଯାଇଥିଲା ଫଳରେ ୬୦ ଫୁଟ ଉଚ୍ଚରେ ଝୁଲି ରହିଥିଲା ବାଳିକା । ପିଲାଟିର ଚୁଟି ରଡରେ ଫସିଯାଇଥିଲା ବୋଲି ସେ ଯନ୍ତ୍ରଣାରେ ଛଟପଟ ହୋଇ ଝୁଲି ରହିଥିଲେ । ପିଲାଟି ଝୁଲିବା ଯୋଗୁଁ ସେଠାରେ ଉପସ୍ଥିତ ଥିବା ଲୋକ ଚତ୍କାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login