The Ultimate Managed Hosting Platform
ADVERTISEMENT

୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

Facebook
Twitter
LinkedIn

ଭୁବନେଶ୍ୱର : ସପ୍ତମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ସପ୍ତମ ପର୍ୟ୍ୟାୟରେ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ସୁଦ୍ଧା ବିଜେଡି ୧୪୧ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆହୁରି ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ବରୀ : ବିଶ୍ୱରଞ୍ଜନ ମଲ୍ଲିକ
ହିନ୍ଦୋଳ : ମହେଶ ସାହୁ
ରଘୁନାଥପଲ୍ଲୀ : ଅର୍ଚ୍ଚନାରେଖା ବେହେରା
ବାଲିକୁଦା-ଏରସମା : ସାରଦା ପ୍ରସନ୍ନ ଜେନା
କାକଟପୁର : ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି : ରଞ୍ଜିତା ମାରାଣ୍ଡି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login