The Ultimate Managed Hosting Platform
ADVERTISEMENT

୪ ବଲିଉଡ କଳାକାରଙ୍କୁ ହତ୍ୟା ଧମକ ! ପାକିସ୍ତାନରୁ ଆସିଛି ଇ-ମେଲ

Facebook
Twitter
LinkedIn

ମୁମ୍ବାଇ : ୪ ବଲିଉଡ କଳାକାରଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଆସିଛି ଇ-ମେଲ । କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ୪ ଜଣଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ । କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ଆସିଛି ହତ୍ୟା ଧମକ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଅମ୍ବୋଲି ଥାନା ପୋଲିସ । ଆକ୍ରମଣକାରୀ କପିଲ ଶର୍ମାଙ୍କ ସହ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ତାଙ୍କ ପଡ଼ୋଶୀଙ୍କୁ ବି ହତ୍ୟା କରିବାକୁ ଧମକ ଦେଇଛନ୍ତି ।କିନ୍ତୁ କପିଲ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।ଅନ୍ୟପଟେ ପୋଲିସ ଆଇପି ଠିକଣା ଏବଂ ଅନ୍ୟାନ୍ୟ ବୈଷୟିକ ସୂଚନା ଆଧାରରେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି । ତେବେ ସବୁଠାରୁ ଭୟାନକ କଥା ହେଉଛି ଇମେଲରେ ଧମକ ଦେଉଥିବା ବ୍ୟକ୍ତି କହିଛନ୍ତି, “ଏହା ଆମେ ପବ୍ଲିସିଟି ଷ୍ଟଣ୍ଟ ପାଇଁ କରୁନାହୁଁ । ଏଭଳି ହତ୍ୟା ଧମକ ଦେବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ବଲିଉଡ୍ ଷ୍ଟାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login