The Ultimate Managed Hosting Platform
ADVERTISEMENT

୪ ଓ ୫ ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର

Facebook
Twitter
LinkedIn

ପୁରୀ : ଆସନ୍ତା ୪ ଓ ୫ରେ ନିଯୋଗର ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର । ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ ହେବ ପ୍ରଶିକ୍ଷଣ । ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବ ପ୍ରଶିକ୍ଷଣ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କରାଯିବ ଶିବିର । ୨ ତାରିଖ ଅପରାହ୍ନ ୫ଟା ଭିତରେ ନାମ ପଞ୍ଜୀକରଣ ନିଦେ୍ର୍ଦଶ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିଦେ୍ର୍ଦଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login