ନୂଆଦିଲ୍ଲୀ : ଆଜି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ । ଆଜି ସେ ତାଙ୍କ ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଅଭିନୟ ଓ ଡାନ୍ସ ଷ୍ଟେପ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରଠୁ ଅଲ୍ଲୁଙ୍କ ଫ୍ୟାନ ଫଲୋଇଙ୍ଗ୍ ଆହୁରି ବଢିଯାଇଛି । ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିକି ରହିଥିଲା । ଯାହାକୁ ଦେଖିବ ପୁଷ୍ପାଟ୍ଟ ଝୁକେଗା ନେହିଁ ଶାଲା ଡାଇଲଗ୍ କହୁଥିଲେ । ଏହି ଡାଇଲଗ୍ ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ଛୋଟ ପିଲାମାନେ ବି ଏହାକୁ କପି କରୁଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଅଲ୍ଲୁ ଅର୍ଜୁନ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ଜନ୍ମଦିନରେ ରକ୍ତଦାନ କରନ୍ତି । ଆଜିର ଏହି ସ୍ୱତନ୍ତ୍ର ଦିନରେ, ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀ ନିଜ ସ୍ୱାମୀଙ୍କ ପାଇଁ ଏକ ପର୍ସନାଲ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ, ଯେଉଁଥିରେ କେବଳ ତାଙ୍କ ପରିବାର ସାମିଲ ଥିଲେ । ସ୍ନେହା ଏହି ପ୍ରାଇଭେଟ୍ ପାର୍ଟିର ଏକ ଫଟୋ ସେୟାର କରି ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆ
୪୩ ବର୍ଷରେ ପାଦ ଥାପିଲେ ଅଭିନେତା ଅଲ୍ଲୁ ଅର୍ଜୁନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











