ଭୁବନେଶ୍ୱର : ପଶ୍ଚିମରେ ତାତି , ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି । ଦିନ ସାଢେ ୨ଟାସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର । ହୀରାକୁଦ ୪୧.୮, ଝାରସୁଗୁଡା ୪୧.୬ , ଭୁବନେଶ୍ୱର ୩୭.୮ ଡିଗ୍ରୀ ।ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନଥିବା ବେଳେ ବିଭିନ୍ନ ସ୍ଥାନରେ ୪୨ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିବା ସମ୍ଭାବନା ରହିଛି। ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ … Continue reading ୪୩ ଛୁଇଁଲା ସମ୍ବଲପୁର
Copy and paste this URL into your WordPress site to embed
Copy and paste this code into your site to embed