The Ultimate Managed Hosting Platform
ADVERTISEMENT

୩ ବିଧାୟକଙ୍କ କଟିଲା ଟିକେଟ

Facebook
Twitter
LinkedIn

ଭୁବନେଶ୍ୱର : ଘୋଷଣା ହେଲା ବିଜେଡିର ପ୍ରାର୍ଥୀ ତାଲିକା । ୩ ବିଧାୟକଙ୍କ କଟିଲା ଟିକେଟ । ୫ମ ପର୍ୟ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୨ଟି ଆସନରେ ପ୍ରାର୍ଥୀ ଅଦଳବଦଳ କରିଛନ୍ତି ବିଜେଡି ସୁପ୍ରିମୋ । ୫ମ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣାରେ ୩ ବିଧାୟକଙ୍କର ଟିକେଟ କାଟିଛି ଦଳ । ଅନୁଗୁଳ, ନିମାପଡା ଓ କୁଚିଣ୍ଡାରେ ଥିବା ବିଧାୟକଙ୍କର ଟିକେଟ ନୂଆ ମୁହଁକୁ ସୁଯୋଗ ଦେଇଛି ଦଳ ।ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂଙ୍କର ଟିକେଟ କାଟିବା ସହ ଏହି ଆସନରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବଦଳରେ ରାଜେନ୍ଦ୍ର କୁମାର ଛତ୍ରିଆଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିମାପଡା ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ ବଦଳରେ ଏଠାରେ ଦିଲ୍ଲୀପ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login