ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଜଣେ ଜଣାଶୁଣା ଚର୍ଚ୍ଚିତ ଅଭିନେତ୍ରୀ । ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୩୫ ବର୍ଷରେ ପାଦ ଥାପିଛନ୍ତି ଅନୁଷ୍କା। ଅନୁଷ୍କା ଶର୍ମା, ମେ ୧, ୧୯୮୮ ମସିହାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ସେ ଆର୍ମି ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ବାଙ୍ଗାଲୋରର ମାଉଣ୍ଟ କାର୍ମେଲ କଲେଜରୁ କଳା କ୍ଷେତ୍ରରେ ଉଚ୍ଚ ଅଧ୍ୟୟନ କରିଥିଲେ। ସ୍ନାତକୋତ୍ତର ସମାପ୍ତ କରିବା ପରେ, ସେ ମଡେଲିଂରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଇଣ୍ଡଷ୍ଟ୍ରିରେ ସୁଯୋଗ ଖୋଜିବା ପାଇଁ ସିଧା ମୁମ୍ବାଇ ଚାଲି ଆସିଥିଲେ ।ସେ ୨୦୦୮ ମସିହାରେ ସେ ଶାହରୁଖ ଖାନଙ୍କ ବିପକ୍ଷରେ ରବ୍ ନେ ବନା ଦି ଯୋଡି ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପୂର୍ବରୁ ସେ ମଡେଲିଂ ଏବଂ ଅନେକ ଆଡ୍ ରେ ନଜର ଆସିଥିଲେ। ତେବେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ଜିରୋ (୨୦୧୮) ରେ ଶାହରୁଖ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଦେଖିବାକୁ ମିଳିଥିଲେ। ସେ ବାୟୋପିକରେ ପୂର୍ବତନ ଭାରତୀୟ କ୍ରିକେଟର ଜୁଲାନ ଗୋସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି।
୩୫ ବର୍ଷରେ ପାଦ ଥାପିଲେ ଅନୁଷ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











