ଭୁବନେଶ୍ୱର : ୩୦ରେ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ରୁ କରିବେ ମାରାଥନ ପ୍ରଚାର । ହିଞ୍ଜିଳି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ସେହି ଦିନ ମା ତାରାତାରିଣୀଙ୍କ ଦର୍ଶନ କରିବେ । ଏହା ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ । ଗଞ୍ଜାମ ଜିଲ୍ଲାରେ ମାରାଥନ କ୍ୟାମ୍ପେନ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ଦଳର ଶୀର୍ଷ ନେତା ନବୀନ ପଟ୍ଟନାୟକ ।
Views: 55