The Ultimate Managed Hosting Platform
ADVERTISEMENT

୨ ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ !

Facebook
Twitter
LinkedIn

ପାଲଲହଡା : ରାସ୍ତାକଡରୁ ୨ ଯୁବକଙ୍କ ମୃତଦେହ ଠାବ । ହତ୍ୟା ସନେ୍ଦହରେ ପୋଲିସର ଛାନଭିନ । ତାଳଚେର ଲିଙ୍ଗିରାକଟା ନାଲକୋ ପାଇପଲାଇନ ନିକଟରୁ ଠାବ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେମାନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜଣେ ଲିଙ୍ଗରାକଟା ଗାଁର ଓମ ପରିଡା ହୋଇଥିବା ବେଳେ ଅନ୍ୟ ଜଣେ ନାରାୟଣ ଚନ୍ଦ୍ରପୁର ଗାଁର ଜନା ନାୟକ ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login