ଭୁବନେଶ୍ୱର : ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ୨୭ ତାରିଖରେ ବସିବ ରତ୍ନଭଣ୍ଡାର ସମ୍ପର୍କିତ ବୈଠକ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି । ଗଣତିମଣତି ନେଇ ଏସଓପି ଉପରେ ହେବ ଆଲୋଚନା । ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କଲେ ଜଷ୍ଟିସ ବିଶ୍ୱନାଥ ରଥ । ଜାନୁଆରୀ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ । ଭିତର ଭଣ୍ଡାରରେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମଣତି ତାଲିକା ସହ ଟାଲି କରାଯିବ ।
Views: 86











