ଭୁବନେଶ୍ୱର : ୨ ଗଂଜେଇ ମାଫିଆଙ୍କୁ ୨୦ ବର୍ଷ ଜେଲ ଓ ଲକ୍ଷେ ଜରିମାନା । ଜରିମାନା ଅନାଦେୟ ହେଲେ ଅତିରିକ୍ତ ବ ର୍ଷେ ଜେଲ ଦଣ୍ଡ । ଅନିଲ କୁମାର ଓ ଗଣେଶ ଶାହଙ୍କୁ କାରାଦଣ୍ଡାଦେଶ ଓ ଜରିମାନା । ଉଭୟଙ୍କୁ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ । ୨୦୨୨ରେ ଉଭୟଙ୍କୁ ଠାରୁ ୮୧୧ କେଜି ଗଂଜେଇ ଜବତ ହୋଇଥିଲା । ଏନଏଚ ୧୬ ଖୋର୍ଦ୍ଧା ଗୋହରିଆ ଛକରୁ ଗିରଫ କରିଥିଲା ଏସଟିଏଫ ।
Views: 45











