The Ultimate Managed Hosting Platform
ADVERTISEMENT

ବିଜେଡିକୁ ଶକ୍ତ ଝଟକା ; ବିଜେପିରେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ, ଭଉଣୀ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିକୁ ଶକ୍ତ ଝଟକା । ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ । ପ୍ରୟାସକାନ୍ତି ସାମଲ, ପ୍ରଣତିକାନ୍ତି ସାମଲ ବିଜେପିରେ ମିଶିଲେ । ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ । ବର୍ତ୍ତମାନ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଅଛନ୍ତି ଉର୍ମିଳା ନାୟକ । ପ୍ରଣିତିକାନ୍ତି ସାମଲ ବର୍ତ୍ତମାନ ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login