The Ultimate Managed Hosting Platform
ADVERTISEMENT

୨ କଣ୍ଟେନର ଧକ୍କା , ଡ୍ରାଇଭର ଗୁରୁତର

Facebook
Twitter
LinkedIn

ଜଳେଶ୍ୱର : କଣ୍ଟେନରକୁ ପଛରୁ ଧକ୍କା ଦେଲା କଣ୍ଟେନର । ଏନଏଚ ୬୦ ଆମ୍ବିଳିଅଠା ଛକ ନିକଟରେ ଦୁର୍ଘଟଣା । କଣ୍ଟେନର ଭିତରେ ଚାପି ହୋଇ ଡ୍ରାଇଭର ଗୁରୁତର । କୁହୁଡି ପାଇଁ ଦୁର୍ଘଟଣା ଘଟିଛି । ଦୁଇ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କ୍ୟାବିନ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ଜଲେଶ୍ବର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ଦ୍ବାରା କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଜଳେଶ୍ବର ପୋଲିସ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login