The Ultimate Managed Hosting Platform
ADVERTISEMENT

୨୪ ଘଣ୍ଟାରେ କରୋନାରେ ୫ ଜଣଙ୍କ ମୃତ୍ୟୁ , ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ଦେଶରେ ୧ ହଜାରରୁ ୍‌ଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୧୧୩୪ ନୂଆ ସଂକ୍ରମଣ ସହିତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଛତିଶଗଡ, ଦିଲ୍ଲ. ଗୁଜୁରାଟ , ମହାରାଷ୍ଟ୍ର, ଓ କେରଳରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ୧.୦୯ ପ୍ରତିଶତ ଏବଂ ସପ୍ତାହିକ ପଜିଟିଭ ହାର ୦.୯୮ ପ୍ରତିଶତ ରହିଛି । ସକ୍ରିୟ ମାମଲା ମୋଟ ସଂକ୍ରମଣର ୦.୦୨ ପ୍ରତିଶତ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ । କରୋନାସ୍ଥିତିର ସମୀକ୍ଷା ଏବଂ ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ , ୬ ମାସରେ ସଂକ୍ରମଣ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଗତ ମାସରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା

ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା

ଉତ୍ତରାଖଣ୍ଡ : ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀରୁ ରିଷିକେଶ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଧରାଲିରେ ଉଦ୍ଧାର କାର୍ୟ୍ୟ ପାଇଁ ରସେକ୍ୟୁ...

ADVERTISEMENT

Login