The Ultimate Managed Hosting Platform
ADVERTISEMENT

୨୧ରେ ରିଲିଜ ହେବ ‘ନିୟତି’

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ୨୧ରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ନିୟତି’। ନିୟତିର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ସାନୁ ଓ ଅଭିନେତ୍ରୀ ଦିବ୍ୟା ମହାନ୍ତି । ଏସ ଥ୍ରୀ ମୁଭିଜ ଓ ରିସା ଫିଲ୍ମସ୍ର ସହ ଯୋଗରେ ନିର୍ମିତ ହୋଇଥିବା ଏହି ଫିଲ୍ନର ପ୍ର ଯୋଜନା ଭାର ସମ୍ଭାଳିଛନ୍ତି ପ୍ରେମଲତା ରାଉତରାୟ , ସମରେଶ ରାଉତ ରାୟ ଏବଂ ସୁଧାଂଶୁ ନାରାୟଣ । କାହାଣୀ, ଚିତ୍ରନାଟ୍ୟ, ସଂଳାପ ଲେଖିବା ସହ ନିଦେ୍ର୍ଦଶନା ଦାୟିତ୍ୱ ତୁଲାଇଛନ୍ତି ପିନାକୀ ଶ୍ରୀଚନ୍ଦନ । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ । ତେବେ ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି କେକେ, କାହ୍ନା, ପପୁଲ୍ ଭୂୟାଁ, ଶ୍ରୁଭ୍ରାଂଶୁ ,ଅଙ୍କିତ ପଟ୍ଟନାୟକ ପ୍ରମୁଖ । ‘ନିୟତ’ିର କାହାଣୀ ଓଡିଆ ଦର୍ଶକଙ୍କ ପାଇଁ ଏକ ଭିନ୍ନ ସ୍ୱାଦ ଆଣିବ । ଓଡିଆ ଚଳଚ୍ଚିତ୍ର ‘ନିୟତ’ି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login