The Ultimate Managed Hosting Platform
ADVERTISEMENT

୨ଟି ଏଟିଏମ ତାଡି ନେଇଗଲେ ଟଙ୍କା

Facebook
Twitter
LinkedIn

ବୈାଦ୍ଧ : ୨ଟି ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବୈାଦ୍ଧ ଥାନା ବଢିଗାଁ ଓ ବୀରନରସିଂହପୁର ଏସବିଆଇ ଏଟିଏମରୁ ସିରିଜ ଲୁଟ୍ । ୨ଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ଘଟଣାସ୍ଥଳରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ । କିନ୍ତୁ ଏଯାଏଁ ଲୁଟେରାଙ୍କ ପତ୍ତା ଲଗାଇବାରେ ସଫଳ ହୋଇନି ପୋଲିସ । ଅନ୍ୟପଟେ ଏଟିଏମରୁ ଏଭଳି ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବଢିଛି । କେହି ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଏହି ଏଟିଏମଙ୍କୁ ଭାଙ୍ଗି ଟଙ୍କା ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login