The Ultimate Managed Hosting Platform
ADVERTISEMENT

୧.୪ କୋଟି ଟଙ୍କାର ସାଇବର ଠକେଇ ଘଟଣାରେ ୭ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ୧.୪ କୋଟି ଟଙ୍କାର ସାଇବର ଠକେଇ ଘଟଣାରେ ୭ ଗିରଫ । ସୂଚନା ଦେଲେ କ୍ରାଇମବ୍ରାଞ୍ଚ ।ଇଜି ସାର୍ଥକ ଷଡଙ୍ଗୀ । ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ସିମକାର୍ଡ, ଚେକବୁକ,ଆଧାରକାର୍ଡ , Whats app ଣସି ଏଭଳି ଘଟଣା ପରିପାର୍ଶ୍ୱକ ରେ ଘଟୁଛି ତାହାଲେ ସଙ୍ଗେସଙ୍ଗେ ସାଇବର ହେଲ୍ପ ଲାଇନ ୧୯୩୦ ନମ୍ବର ରେ ଯୋଗାଯୋଗ କରିବା ଓ ଏଭଳି ସୋସିଆଲ ମିଡିଆର ଏଭଳି ଠକ ଆପ ଠୁ ଦୁରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login