ଦିଲ୍ଲୀ : ୧୮ତାରିଖରେ ରାମଲୀଲା ମୈଦାନରେ ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିବା ସମ୍ଭାବନା ସୃଷ୍ଟି ହୋଇଛି । ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡିଛି । ଦିଲ୍ଲୀ ବିଜେପି କାର୍ୟ୍ୟାଳୟରେ ଦିନ ତିନିଟା ବେଳେ ବୈଠକ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ ମନ୍ତ୍ରୀଙ୍କ ନାଁରେ ମୋହର ଲାଗିବା ସମ୍ଭାବନା ରହିଛି ।
Views: 24