The Ultimate Managed Hosting Platform
ADVERTISEMENT

୧୬ ମାସରେ ଲୁଟିଲେଣି ୨୨୨ କୋଟି

Facebook
Twitter
LinkedIn

ଭୁବନେଶ୍ୱର : ମାତିଛନ୍ତି ସାଇବର ଲୁଟେରା । ୧୬ ମାସରେ ଲୁଟିଲେଣି ୨୨୨ କୋଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୬ ମାସରେ ଘଟିଛି ୩୪୮୬ଟି ସାଇବର କ୍ରାଇମ । ସାଇବର ଅପରାଧରେ ଗିରଫ ହୋଇଛନ୍ତି ୭୨୭ ଜଣ , ୧୦୪ ଜଣଙ୍କ ନାଁରେ ଚାର୍ଜସିଟ ରହିଛି । ଉକ୍ତ ଅପରାଧରେ ୨୨୨ କୋଟି ୯ ଲକ୍ଷ ୭୮ ହଜାର ଟଙ୍କାର ଠକେଇ ହୋଇଛି । ୬୧ ଲକ୍ଷ ୩୬ ହଜାର ଟଙ୍କା ଫେରସ୍ତ ପାଇଛନ୍ତି ଠକେଇରେ ଶିକାର ବ୍ୟକ୍ତି । ୬ କୋଟି ୭୪ ଲକ୍ଷ ୯ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ହୋଇଛି ଅଚଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login