The Ultimate Managed Hosting Platform
ADVERTISEMENT

ଭୁଶୁଡୁଛି ମାଓଗଡ, ମଧ୍ୟପ୍ରଦେଶରେ ଆତ୍ମସମର୍ପଣ କଲେ ୧୨ ନକ୍ସଲ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାରାଷ୍ଟ୍ର, ମଧ୍ୟପ୍ରଦେଶ-ଛତିଶଗଡ଼ରେ ଭୁଶୁଡିଛି ନକ୍ସଲଗଡ଼ । ମଧ୍ୟପ୍ରଦେଶରେ ଆତ୍ମସମର୍ପଣ କଲେ ୧୨ କ୍ୟାଡର ନକ୍ସଲ । ବିପୁଳ ମାରଣାସ୍ତ୍ର ସହ ସରେଣ୍ଡର କଲେ ୧୨ କ୍ୟାଡର ମାଓବାଦୀ । କୁଖ୍ୟାତ ନକ୍ସଲ କମାଣ୍ଡର ରାମଧୋର ମଜ୍ଜି ଆଜି ସକାଳେ ଛତିଶଗଡ଼ ବକରକଟ୍ଟାରେ ସରେଣ୍ଡର କରିଛନ୍ତି । ରାମଧେର ହିଡମାର ସମକକ୍ଷ ନକ୍ସଲ । ଆତ୍ମସମର୍ପଣ ନକ୍ସଲଙ୍କ ମଧ୍ୟରେ ୧ କୋଟିର ପୁରସ୍କାର ରାଶି ଥିବା ନକ୍ସଲ ବି ଆତ୍ମସମର୍ପଣ କରିଛି । ତ୍ମସମର୍ପଣ ସମୟରେ ସେମାନଙ୍କଠାରୁ ଏକେ-୪୭, ୩୦ କାର୍ବନ ରାଇଫଲ୍, ଆଇଏନଏସଏଏସ୍ ରାଇଫଲ୍, .୩୦୩ ରାଇଫଲ୍ ଏବଂ ଏସଏଲଆର ସମେତ ମାରାତ୍ମକ ଅସ୍ତ୍ରଶସ୍ତ୍ରର ଏକ ବଡ଼ ଗଚ୍ଛିତ ମଧ୍ୟ ଉଦ୍ଧାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login