ଭୁବନେଶ୍ୱର : ବିଜୁଳି , ଘଡଘଡି ସହ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଆଗାମୀ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । କେନ୍ଦୁଝର , ମୟୂରଭଞ୍ଜ, ସୁନ୍ଦରଗଡ , ଝାରସୁୁଗୁଡା , କେନ୍ଦ୍ରପଡା , ଜଗତସିଂହପୁର , ପୁରୀ , ଅନୁଗୁଳ , ଢେଙ୍କାନାଳ , କଟକ, ନୟାଗଡକୁ ୟେଲୋ ୱାର୍ଣ୍ଣିଂ ।
ବିଜେଡି କର୍ପୋରେଟର ଭାଇଙ୍କୁ ଗୁଳି ମାଡ ଘଟଣା , ପ୍ରଭାତ ମାର୍ଥା ଗିରଫ
Views: 95











