ବିଜେଡି କର୍ପୋରେଟର ଭାଇଙ୍କୁ ଗୁଳି ମାଡ ଘଟଣା , ପ୍ରଭାତ ମାର୍ଥା ଗିରଫ
ଭୁବନେଶ୍ୱର : ବିଜେଡି କର୍ପୋରେଟରଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଓ ତାଙ୍କ ସହଯୋଗୀ ଗିରଫ । ବୁଧବାର ରାତିରେ ଝାରପଡାରେ ହୋଇଥିଲା ଗୁଳିମାଡ । ପ୍ରଭାତଙ୍କୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ … Continue reading ବିଜେଡି କର୍ପୋରେଟର ଭାଇଙ୍କୁ ଗୁଳି ମାଡ ଘଟଣା , ପ୍ରଭାତ ମାର୍ଥା ଗିରଫ
Copy and paste this URL into your WordPress site to embed
Copy and paste this code into your site to embed