The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୧୦, ୧୧ ରେ କୋଭିଡ ମକଡ୍ରିଲ

Facebook
Twitter
LinkedIn

ନୂଆଦିଲ୍ଲୀ : କୋଭିଡ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ଗ୍ରହଣ କଲା କେନ୍ଦ୍ର । ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କୋଭିଡ ସଚେତନତା ସହ ମକଡ୍ରିଲ ଆୟୋଜନ ପାଇଁ ଚିଠି । ହସ୍ପିଟାଲ ପ୍ରସ୍ତୁତି ନେଇ ଏପ୍ରିଲ ୧୦ ଓ ୧୧ରେ ମକଡ୍ରିଲ ପାଇଁ ନିଦେ୍ର୍ଦଶ । ଔଷଧ, ବେଡ, ଆଇସୁୟୁ, ଅକ୍ସିଜେନ, ଷ୍ଟାଫ ସ୍ଥିତି ଯାଂଚ ପାଇଁ ମକଡ୍ରିଲ । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ଭିଡ ଓ ନିବୁଜ ସ୍ଥାନକୁ ଯିବାକୁ ବାରଣ । ଡାକ୍ତର, ପାରାମେଡିକାଲ ଷ୍ଟାଫ , ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । କାଶ ଏବଂ ଛିଙ୍କିଲା ବେଳେ ରୁମାଲ ବ୍ୟବହାର କରିବାକୁ ପରାମର୍ଶ । ନିୟମିତ ହାତ ଧୋଇବା , ବାହାରେ ଛେପ ନ ପକାଇବାକୁ ପରାମର୍ଶ । ଟେଷ୍ଟିଂ ସଂଖ୍ୟା ବଢାଇବାକୁ ମଧ୍ୟ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login