The Ultimate Managed Hosting Platform
ADVERTISEMENT

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା, ରୋଗୀ ମୃତ

Facebook
Twitter
LinkedIn

କଟକ: ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଚାଲିଗଲା ରୋଗୀଙ୍କ ଜୀବନ । ଟାଙ୍ଗୀ ନିକଟରେ ଟ୍ରକ ପଛକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ମୟୂରଭଞ୍ଜରୁ ରୋଗୀ ନେଇ ଏସସିବି ମେଡିକାଲ ଆସୁଥିଲା । ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଗୁରୁତର, ଏସସିବିରେ ଭର୍ତ୍ତି । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଁଚି ଦୁର୍ଘଟଣା ଘଙ୍କାଇ ଥିବା ଆମ୍ବୁଲାନ୍ସକୁ ଜବତ କରି ଥାନାକୁ ଆଣିଛି । କିନ୍ତୁ ଟ୍ରକଟି ଫେରାର ହୋଇଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login