The Ultimate Managed Hosting Platform
ADVERTISEMENT

ହୋଲି ରଙ୍ଗରେ ୨୦ ଅସୁସ୍ଥ !

Facebook
Twitter
LinkedIn

କଣ୍ଟାବାଞ୍ଜ : ହୋଲି ରଙ୍ଗରେ କଣ୍ଟାବାଞ୍ଜି ସହରର ୨୦ରୁ ଅଧିକ ଅଭିଯୋଗ । ଦେହରେ ଦାଗ ସହ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି । ହୋଲି ଖେଳି ଗାଧୋଇବା ପରେ ଦେହରେ ଦାଗ ହୋଇଥିଲା । ରାତିରେ ଅଧିକ ଯନ୍ତ୍ରଣା ହେବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି । ଅପମିଶ୍ରିତ କେମିକାଲ ରଙ୍ଗ ଯୋଗୁଁ ଏପରି ହୋଇଥିବା ସନେ୍ଦହ ।
ଗତ ୨୬ ତାରିଖରେ କଣ୍ଟାବାଞ୍ଚି ସହରର ଅଶୋକ ନଗର, ଆନନ୍ଦ ନଗର ଓ ଅନ୍ୟ ଯେତେକ ଜାଗାରୁ ୨୦ରୁ ଅଧିକ କ ଯୁବକ ଗୁରୁତର ହୋଇଛନ୍ତି। ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ ଯୋଗୁ ଯୁବକ ମାନଙ୍କ ଦେହରେ ପୋଡା ଜଳା ହୋଇଥ ହୋଇଥିବା ଦେଖିବାକୁ ମିଳିଛି ଗୁରୁତର ଯୁବକ ମାନଙ୍କୁ କଣ୍ଟାବାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମ ଭୋଈ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ତେବେ ଏ ନେଇ କଣ୍ଟାବାଞ୍ଚି ଥାନାରେ କୌଣସି ଲିଖତ ଅଭିଯୋଗ ହୋଇନାହିଁ। ରଙ୍ଗରେ ବିଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login