The Ultimate Managed Hosting Platform
ADVERTISEMENT

ହାଇୱା ଭିତରେ ଚାପି ହୋଇଗଲେ ଡ୍ରାଇଭର

Facebook
Twitter
LinkedIn

ରେଢାଖୋଲ : ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ହାଇୱା । ବୈାଦ୍ଧ ରାସ୍ତା କନ୍ଧରା ବ୍ରିଜ ତଳକୁ ଖସିଲା ହାଇୱା । କ୍ୟାବିନ ତଳେ ଚାପି ହୋଇ ରହିଲେ ଡ୍ରାଇଭର ।ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ହାଇୱା ଗାଡି। ଗତକାଲି ବିଳମ୍ବିତ ରାତିରେ ହାଇୱାଟି ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଅଧାରେ ଅଟକି ରହିଥିଲା ହାଇୱା। ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚିଛନ୍ତି । କଟର ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login