The Ultimate Managed Hosting Platform
ADVERTISEMENT

ହାଇୱାକୁ ପିଟିଲା ବସ; ୪ଆହତ

Facebook
Twitter
LinkedIn

ଆଠଗଡ: ହାଇୱାକୁ ପଛରୁ ପିଟିଲା ବସ । ଦୁର୍ଘଟଣାରେ ୪ ଆହତ । ଖୁଣ୍ଟୁଣୀ ଥାନା ଗୋଳେଇ ଛକ ନିକଟରେ ବସ ଦୁର୍ଘଟଣା । ୪ ଆହତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି ସୂଚନା । ୪୦ ଯାତ୍ରୀଙ୍କୁ ଧରି କଟକରୁ ନରସିଂହପୁର ଯାଉଥିଲା ବସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login