The Ultimate Managed Hosting Platform
ADVERTISEMENT

ହନୁମାନଘଡି ମନ୍ଦିରରେ ପହଁଚି ଆଶୀର୍ବାଦ ନେଲେ ବିରାଟ-ଅନୁଷ୍କା

Facebook
Twitter
LinkedIn

ଅଯୋଧ୍ୟା : ହଜାରେ ବର୍ଷର ପୁରୁଣା ମନ୍ଦିର ହନୁମାନ ଘଡିରେ ପୂଜା କରୁଛନ୍ତି ବିରାଟ-ଅନୁଷ୍କା । ଭିଡିଓରେ ଦୁହେଁ ଭକ୍ତି ଭାବନରେ ବୁଡ଼ି ପୂଜା କରୁଛନ୍ତି । ଏବଂ ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି । ପୂଜା ପରେ ସେ ମନ୍ଦିର ପ୍ରାଙ୍ଗଣରେ କିଛି ସମୟ ବିତାଇ ପୁଣି ଫେରି ଯାଇଛନ୍ତି । ଟି- ୨୦ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ପରେ ଏବେ ଭକ୍ତି ଭାବନାରେ ବୁଡ଼ିଛନ୍ତି କିଙ୍ଗ କୋହଲି । ଏବେ ସେ ବିଭିନ୍ନ ମନ୍ଦିର ଏବଂ ଗୁରୁଙ୍କ ଆଶୀର୍ବାଦ ନେବାକୁ ବିଭିନ୍ନ ଯାଗା ଯାଉଛନ୍ତି । ପୂର୍ବରୁ ବିରାଟ ଏବଂ ଅଭିନେତ୍ରୀ ପତ୍ନୀ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଏବେ ସେ ଅଯୋଧ୍ୟାରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...