ଭୁବନେଶ୍ୱର : ହଂସିତାଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଇନଫୋସିଟି ଥାନାରେ ମାମଲା ରୁଜୁ କଲା ପୋଲିସ । ମାମଲା ନେଇ ଭୁବନେଶ୍ୱର ଜେଏମଏଫସି ୨ କୋର୍ଟଙ୍କୁ ଅବଗତ କଲା ପୋଲିସ । ବ୍ୟକ୍ତିଗତ ହାଜର ପରେ ହଂସିତାକୁ ଅବଗତ କରାଇଲେ କୋର୍ଟ । କେସ ନମ୍ୱର ୧୧ରେ ମାମଲା ରୁଜୁ କରାଯାଇଛି । ଏହାପରେ ଜେଏମ୍ଫେସି-୨ କୋର୍ଟରେ ହାଜର ହୋଇଛନ୍ତି ହଂସିତା । କୋର୍ଟରେ ହଂସିତାଙ୍କୁ ମାମଲା ସମ୍ବନ୍ଧରେ ଅବଗତ କରାଯାଇଛି ।
Views: 32