The Ultimate Managed Hosting Platform
ADVERTISEMENT

ସ୍କୁଲ ପରିସରରେ ଝୁଲନ୍ତା ମୃତଦେହ

Facebook
Twitter
LinkedIn

ଆନନ୍ଦପୁର : ସ୍କୁଲ ପରିସରରେ ମହିଳାଙ୍କ ଝୁଲନ୍ତା ମୃତଦେହ । ବସନ୍ତପୁରା ବଳଦେବ ଜିଉ ନୋଡାଲ ସ୍କୁଲ ପରିସରରେ ଝୁଲନ୍ତା ମୃତଦେହ । ମୃତକ ସ୍ଥାନୀୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନା ବୋଲି ଜଣାପଡିଛି। ଦଶବର୍ଷ ପୂର୍ବେ କେଉଁଆଡେ ଚାଲିଯାଇଥିଲେ ବାସନ୍ତୀ। ଏବେ ସ୍କୁଲ ପରିସରରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login