ଭୁବନେଶ୍ୱର : ଖଣ୍ଡଗିରି ଜୟଦେବ ବାଟିକା ଛକରେ ବୁଲିଲା ଖଣ୍ଡା । ୧୧୨ କଣ୍ଟ୍ରୋଲ ରୁମ୍ କୁ ଫୋନ୍ କରାଗଲା ପିସିଆର୍ ଆସିଲା କିନ୍ତୁ କାର୍ୟ୍ୟାନୁଷ୍ଠନ ଶୂନ ।। ତେବେ କିଏ ସେହି ଖଣ୍ଡାଧାରି ଗୁଣ୍ଡା ? କାହାବଳରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି ? କାହିଁକି ଭାରତ ପୁରୁ ଥାନା ଏ ଗୁଣ୍ଡାକୁ ଘଣ୍ଟ ଘୋଡାଇ ରଖିଛି ? କାହା ଚାପରେ ଚେପା ହୋଇ ରହିଛି ଭରତ ପୁରୁ ଥାନା ? ଦିନେ ନୁହେଁକି ଦୁଇଦିନ ନୁହେଁ ପ୍ରତ୍ୟେକ ଦିନ ସନ୍ଧ୍ୟାହେଲେ ଏ ବାବୁ ଜଣକ ମଦ୍ୟପାନ କରି ଖଣ୍ଡାଧାରୀ ବୁଲନ୍ତି । ଏ ବାବୁଙ୍କ ନାଁ ହେଉଛି ଦିଲୁ ପାଇକ ରାୟ । ଘାଟିକିଆର କେତେଜଣ ରାଜନେତା ଗୁଣ୍ଡାଙ୍କୁ ଧରି ଏ ବାବୁ ଜଣଙ୍କ ବହୁତ୍ ଉତ୍ପାତ ହେଉଛି । ଏମିତିକି ଭରତପୁରୁ ପିସିଆର ଭ୍ୟାନରେ ବୁଲୁଥିବା କେତେଜଣ ପୋଲିସକୁ ମଦଦେଇ ନିଜ ହାତମୁଠାରେ ରଖିଛି । ଗତକାଲି ରାତିରେ ଖଣ୍ଡାକୁ ଏକ କପଡ଼ାରେ ଗୋଡାଇ ଏଠିକାର ଲୋକଙ୍କୁ ଭୟଭିତ୍ କରୁଥିବା କଥା ସାମ୍ନାକୁ ଆସୁଛି । ୧୧୨ କଣ୍ଟୋଲ ରୁମ୍ କୁ ଫୋନ୍ କରାଗଲା ଏବଂ ପରେ ଭରତ ପୁରୁ ପିସିଆର ଭ୍ୟାନରେ କିଛି ଦମ୍ଭିଲା ପୋଲିସ ଆସି ଖଣ୍ଡାକୁ ଜବତ କଲେ କିନ୍ତୁ ଅଭିଯୁକ୍ତକୁ ଜ୍ବାଇଁପୁଅ ଭଳି ସମ୍ମାନ ଜଣାଇ ଛାଡ଼ି ଚାଲିଗଲେ । ଏଭଳି ଘଟଣା ଘଟିଛି ଖଣ୍ଡଗିରି ବାରି ଓଜିଏସ ମାର୍ଟ ପାଖରେ ଥିବା ମାର୍ବଲ ଦୋକାନ ସାମ୍ନାର ଦୃଶ୍ୟ । ଧଳା କଲରର ଗଞ୍ଜିପିନ୍ଧି ଖଣ୍ଡାକୁ କପଡ଼ାରେ ଗୁଡ଼ାଇ ହାତରେ ଧରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଏଠିକାର କୁଆଡେ ଲୋକାଲ ଗୁଣ୍ଡା । ଗୋଟେପଟେ ଭୁବନେଶ୍ଵର ଡିସିପି ରାସ୍ତାରେ ମଦ୍ୟପାନ କରି ବୁଲୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା ବେଳେ କିନ୍ତୁ ଭରତପୁରୁ ପୋଲିସିଙ୍କର ଢିଲା ମନଭାବକୁ ନେଇ ଲୋକଙ୍କ ମନରେ ଆସୁଛି ଅନେକ ପ୍ରଶ୍ନ ।
ଖଣ୍ଡଗିରି ଜୟଦେବ ବାଟିକା ଛକରେ ବୁଲିଲା ଖଣ୍ଡା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







